ଶପଥ ଗ୍ରହଣ
ଆଜି ତା ୨୮.୧୦.୨୦୨୫ ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତୀ ଗୁହା ପୂନମ ତାପସ କୁମାର, ଭା.ପ୍ର.ସେ. ଦ୍ୱାରା କଟକର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଫିସ ରେ ଏକ ସଚ୍ଚୋଟତା ଶପଥ ପାଠ କରାଗଲା। ଏହି ଶପଥ “ଦୁର୍ନୀତି ନିବାରଣ : ଆମ ସାମୂହିକ ଦାୟିତ୍ଵ” ପ୍ରସଙ୍ଗକୁ ଭିତ୍ତି କରି ପାଳନ କରାଗଲା ।