ବନ୍ଦ

    Past ବିଜ୍ଞାପନ

    Filter Past ବିଜ୍ଞାପନ
    ବିଜ୍ଞାପନ
    Sr. No. ଶିର୍ଷକ ବର୍ଣ୍ଣନା ଆରମ୍ଭ ତାରିଖ ଶେଷ ତାରିଖ ନଥି
    1 କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଭିତ୍ତିରେ ସିନିୟର ଟାଇପିଷ୍ଟ, ସିନିୟର ଷ୍ଟେନୋଗ୍ରାଫର୍ ଏବଂ ବ୍ୟକ୍ତିଗତ ସଚିବ ଖାଲି ପଦବୀ ପୁରଣ ନିମନ୍ତେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ଓ.ଏସ.ଡି. (OSD) ନିୟୋଜିତ କରିବା ପାଇଁ ଦରଖାସ୍ତ ଆହ୍ୱାନ କରିବା ସମ୍ପର୍କରେ ଧାର୍ଯ୍ୟ ସମୟ ସୀମା ବୃଦ୍ଧି ନିମନ୍ତେ ବିଜ୍ଞାପନ। 16/03/2023 05/04/2023 ଦେଖନ୍ତୁ (1 MB)
    2 କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟ।ଳୟରେ ଚୁକ୍ତିଭିତ୍ତିରେ ସିନିୟର ଟାଇପିଷ୍ଟ, ସିନିୟର ଷ୍ଟେନୋଗ୍ରାଫର ଏବଂ ବ୍ୟକ୍ତିଗତ ସଚିବ ଖାଲି ପଦବୀ ପୂରଣ ନିମନ୍ତେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ଓ.ଏସ.ଡି (OSD) ନିୟୋଜିତ କରିବା ପାଇଁ ଦରଖାସ୍ତ ଆହ୍ଵାନ କରିବା ନିମନ୍ତେ ବିଜ୍ଞାପନ । 15/02/2023 15/03/2023 ଦେଖନ୍ତୁ (1 MB)
    3 31.01.2024 ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଭିତ୍ତିରେ LAR & R Authority, କଟକଙ୍କ କୋର୍ଟରେ କାର୍ଯ୍ୟ କରିବାକୁ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନ ଯୋଗଦାନ| 18/08/2023 25/08/2023 ଦେଖନ୍ତୁ (1 MB)
    4 ଚୁକ୍ତିଭିତ୍ତିକ ଭିତ୍ତିରେ RDC (CD), Cuttack କାର୍ଯ୍ୟ କରିବାକୁ 3 ଜଣ ଅବସରପ୍ରାପ୍ତ Group-D ସରକାରୀ କର୍ମଚାରୀଙ୍କ ପୁନ ଯୋଗଦାନ| 08/09/2023 17/09/2023 ଦେଖନ୍ତୁ (730 KB)
    5 କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟ।ଳୟରେ ଚୁକ୍ତିଭିତ୍ତିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ଓ.ଏସ.ଡି (OSD) ନିୟୋଜିତ କରିବା ପାଇଁ ଦରଖାସ୍ତ ଆହ୍ଵାନ କରିବା ନିମନ୍ତେ ବିଜ୍ଞାପନ । 22/09/2023 04/10/2023 ଦେଖନ୍ତୁ (3 MB)